Tuesday, 20 April 2021

Red Empire Memories

Wo Red Empire ki yadein,,
     Wo Ravenshawvian's ka tag,,
Wo hazaron dibarein,,,
     Or uski har ankahi baat.
Kitna unlucky tha na,,,
    Humare 2018-2021 tak ka batch...
Wo pehli baar campus mein,,
    Kadam rakhne se lekar,
Wo safar ke khatam
     Hone tak ka haal,,,
Kitne jaldi chale gaye na,,,
   Humare zindegi ke teen suhaane saal...
Wo class bunk karke,, 
     Doston ke saath gossiping...
Wo front lawn se lekar,,
    Back lawn tak ka crossing...
Ye sab humein humesa,,
      Bahut yaad ane wala he...
Aakhri semester ke
    Ye akhri do mahine,,,
Aab online hi
        Jane wala he....
Wo naye environment mein
     Khudko adjust karna,,
Wo anjaan doston se
      Dhire dhire khulke milna...
Pehle kitna takleef deta tha..
Magar aab yahi lagta he,,,
     Ke unn doston ke bina
College life hi fika tha...
Bas aab yahi dua he,,,
     Ke hum jaldi milenge..
Ek nayi surwaat leke,,,
    Hum firse saath muskurayenge..



Subhasmita Sahoo 
Department of Economics 
Ravenshaw University 

Tuesday, 13 April 2021

ରାଷ୍ଟ୍ର ଋଷି ବାବା ସାହେବ ଆମ୍ବେଦକର

 
ଆମେ ସର୍ବପ୍ରଥମେ ଓ ଅନ୍ତରେ ଭାରତୀୟ ଅଟୁ ।ଏହି ଭଳି ରାଷ୍ଟ୍ର ଭକ୍ତି ର ଉକ୍ତି କହି ଥିବା ବ୍ୟକ୍ତି ଆଉ କେହି ନୁହନ୍ତି ସେ ହଉଛନ୍ତି ଡ . ଭୀମରାଓ ରାମଜୀ ଆମ୍ବେଦକର।ତାଙ୍କୁ ସମସ୍ତେ ବାବାସାହେବ୍ ନାରେ ଜାଣନ୍ତି । ସାମାଜିକ ସମରସତା ପାଇଁ ସଂଗ୍ରାମ ଏବଂ ଭାରତୀୟ ସମ୍ବିଧାନର ପ୍ରଣୟନ ତାଙ୍କର ପରିଚୟ । ବାବାସାହେବ ଭାରତୀୟ ନ୍ୟାୟ ବ୍ୟବସ୍ଥା ଓ ଅର୍ଥନୈତିକ ନୀତିର କର୍ଣ୍ଣ ସୂତ୍ରଧାର ।୧୪ଏପ୍ରିଲ ୧୮୯୧ରେ ମଧ୍ୟ ପ୍ରଦେଶ ସ୍ତିଥ ଏକ ମିଲିଟାରୀ କ୍ୟାମ୍ପରେ ତାଙ୍କର ଜନ୍ମ ।ଏକ ଦଳିତ ମରାଠୀ ପରିବାର ଜନ୍ମ ନେଇଥିଲେ ବାବାସାହେବ।ତାଙ୍କ ବାପା ବ୍ରିଟିଶ ଅଧିନସ୍ଥ ମାହାର ରେଜୀମେଣ୍ଟ ରେ ସିପାହୀ ଥିଲେ ।ବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଯିବା ସମୟରେ ସେ ସମାଜରେ ଥିବା ଜାତିପ୍ରଥା ବିଷୟରେ ଅନୁଭବ କରନ୍ତି ।ତାଙ୍କୁ ସାଧାରଣ ଛାତ୍ର ମାନଙ୍କ ସାଙ୍ଗରେ ନ ବସାଇ ବାହାରେ ବସେଇ ଦିଆଯାଏ ଓ ଏହାର କାରଣ ପଚାରିବାରୁ ସେ ଛୋଟ ଜାତିର ବୋଲି ତାଙ୍କୁ ଉତ୍ତର ଦିଆଯାଏ ।
ଏହି ଘଟଣା ତାଙ୍କ ମନରେ ଏକ ଦ୍ୱେଷ ମନୋଭାବ ତିଆରି କରେ ଏବଂ ସେ ବମ୍ବେ ସ୍ତିଥ୍ ଏଲ୍ଫିନଷ୍ଟୋନ ବିଦ୍ୟାଳୟ ଏବଂ ଏଲ୍ଫିନ୍ନଷ୍ଟନ ମହାବିଦ୍ୟାଳୟରେ ନିଜର ଅଧ୍ୟୟନ ସମ୍ପୂର୍ଣ୍ଣ କରନ୍ତି ।୧୯୧୨ମସିହାରେ ସେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞନରେ ସ୍ନାତକ ସମ୍ପୂର୍ଣ୍ଣ କରନ୍ତି ।ବରୋଦା ରାଜାଙ୍କ ସହଯୋଗ ଏବଂ ବରୋଦା ରାଜ୍ୟ ମେଧାବୃତ୍ତି ଜରିଆରେ ସେ କଲମ୍ବିଆ ବିଶ୍ଵବିଦ୍ୟାଳୟ ,ଆମେରିକା ଯାଇ ନିଜର ପିଏଚଡ଼ି ସମ୍ପୂର୍ଣ୍ଣ କରି ଭାରତ ଫେରି ଆସନ୍ତି ।ବାବା ସାହେବ୍ ପ୍ରଥମେ ଏକ ପରାମର୍ଶ ଦାତା ଭାବେ କାମ କରୁଥିଲେ ଏବଂ ସେ ଛୋଟ ଜାତିର ହୋଇଥିବାରୁ ତାଙ୍କୁ ଏହି କାର୍ଯ୍ୟରେ ମଧ୍ୟ ସଫଳତା ହାସଲ ହୋଇ ନଥିଲା।ଏବେ ବାବା ସାହେବ ଓକିଲାତି କରିବାକୁ ନିଷ୍ପତି ନେଲେ ଏବଂ ଦଳିତ ମାନଙ୍କ ପାଇଁ ଓକିଲାତି କରିବା ଆରମ୍ଭକରିଥିଲେ ।ଦଳିତ ଛାତ୍ର ମାନଙ୍କ ପାଇଁ ସେ ଏକ ପ୍ରତିଷ୍ଠାନ ଖୋଲିଲେ ଓ ସେଇଠୁ ଆରମ୍ଭ ହେଲା ଜାତି ପ୍ରଥା ବିରୁଦ୍ଧରେ ବାବା ସାହେବଙ୍କ ଆନ୍ଦୋଳନ ।୧୯୩୨ ମସିହାରେ ବ୍ରିଟିଶ ମାନେ ଦଳିତ ବର୍ଗ ପାଇଁ ଏକ ସ୍ଵତନ୍ତ୍ର ନିର୍ବାଚନ କରାଇବା ପାଇଁ ନିଷ୍ପତି ନେଲେ ।ଯାହା ବିରୁଦ୍ଧରେ ଗାନ୍ଧିଜୀ ଧାରଣା ଦେଲେ ଏବଂ ବହୁତ୍ ଚର୍ଚ୍ଚା ବିମର୍ଶ ପରେ ପୁନା ଚୁକ୍ତି ସ୍ବାକ୍ଷର କରାଗଲା ।ଚୁକ୍ତି ଅନୁଯାୟୀ ନିର୍ବାଚନରେ ଆରକ୍ଷଣ ଆରମ୍ଭ ହେଲା ।୧୯୩୫ ମସିହାରେ ବାବାସାହେବ ବମ୍ବେ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଲେ।୧୯୫୨ ମସିହାରେ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନାରାୟଣ କାଜ୍ରିଓଲକରଙ୍କ ଠାରୁ ବାବା ସାହେବ୍ ପରାସ୍ତ ହେଲେ । ପୁନର୍ବାର ୧୯୫୪ ରେ ନିର୍ବାଚନରେ ପରାସ୍ତ ହେବା ପରେ ସେ ରାଜ୍ୟସଭା ସଦସ୍ୟ ହୋଇ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭାବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ । ଏବଂ ତାଙ୍କୁ ସମ୍ବିଧାନ ପ୍ରଣୟନ ସମିତିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଗଲା । ଆମ୍ବେଦକରଙ୍କ ପ୍ରଣୟନରେ ସାମାଜିକ ସମର ସତା,ନାଗରିକ ପାଇଁ ସମାନ ଅଧିକାର, ଛୁଆ ଅଛୁତ ପ୍ରଥରୁ ମୁକ୍ତି ଉପରେ ଗୁରୁତ୍ବ ଦିଆଯଇଥିବାବେଳେ ବାବାସାହେବ ନାରୀ ମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଧିକାର ପାଇଁ କଠିନ ସଂଗ୍ରାମ କରୁଥିଲେ । ଅନୁସୂଚିତ ଜାତି, ଜନଜାତି,ଅନ୍ୟ ପଛୁଆ ଜାତି ପାଇଁ ଆରକ୍ଷଣ ଦେବା ସହିତ ତାଙ୍କ ପାଇଁ ସରକାର ଚିନ୍ତା କରନ୍ତୁ ବୋଲି ବାବାସାହେବ ବିଚାର ରଖୁଥିଲେ ଯାହା ପରବର୍ତ୍ତୀ ସମୟରେ ଲାଗୁ ହେଲା ।ବାବାସାହେବ୍ ଧାରା ୩୭୦ କୁ ତୀବ୍ର ବିରୋଧ କରୁଥିଲେ ।ଜମ୍ମୁ ଓ କାଶ୍ମୀରକୁ ଭାରତକୁ ଅଭିନ୍ନ ଅଙ୍ଗ ବୋଲି ମାନିବା ସହ ସ୍ଵତନ୍ତ୍ର ପାହ୍ୟା ନ ଦିଆଯାଉ ବୋଲି ବାବାସାହେବ ମତ ରଖୁଥିଲେ ।ତାଙ୍କ ବିରୁଦ୍ଧରେ ଯାଇ ଏହି ନିଷ୍ପତି ନିଆଯାଇଥିଲା ତେଣୁ ସେ ଦୁଃଖ ପ୍ରକାଶ କରୁଥିଲା ।Uniform Civil Code କୁ ଲାଗୁ କରାଇବା ବାବାସାହେବ ଯୁକ୍ତି ବାଢ଼ିଥିଲେ କିନ୍ତୁ ଏହା ହୋଇ ନଥବାରୁ ସେ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ତତ୍କାଳୀନ ରାଜନୈତିକ ଉଦ୍ଦେଶ୍ୟ ତାଙ୍କୁ ତିକ୍ତ କରିଥିଲା ଏବଂ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ଆରମ୍ଭ ହେଲା ।୬ ଡିସେମ୍ବର ୧୯୫୬ ମସିହାରେ ସେ ଦେହ ତ୍ୟାଗ କରିଥିଲେ ।
ବାବାସାହେବ୍ ଆମ୍ବେଦକରଙ୍କ ଭାରତୀୟ ଆଇନ ବ୍ୟବସ୍ଥା ଓ ଭାରତୀୟ ସମ୍ବିଧାନ
ପାଇଁ ଅଂଶ ଅତୁଳନୀୟ ଅଟେ ।କିନ୍ତୁ ଆଜି ତାଙ୍କ ନାଁରେ ଜାତି ରାଜନୀତି ଜୋର ଧରିଛି ।ସାମାଜିକ ସମରସତାର ବାର୍ତ୍ତା ଦେଉଥିବା ବାବାସାହେବ ରାଷ୍ଟ୍ର ଏକତାର ପ୍ରତୀକ ଥିଲେ ।କିନ୍ତୁ ତାଙ୍କୁ ଢାଲ କରି ଦେଶରେ ଜାତି ଓ ଧର୍ମ ନାରେ ବିଭାଜନ କରୁଛନ୍ତି କିଛି ଅସାମାଜିକ ତତ୍ତ୍ଵ। ବାବାସାହେବ୍ କେବଳ ଦଳିତ ମାନଙ୍କ ନେତା ବୋଲି ଆଖ୍ୟା ଦେଉଥିବା ବ୍ୟକ୍ତି ମାନେ ଜାଣିବା ଦରକାର ସେ ହଉଛନ୍ତି ଭାରତର ମହାନାୟକ।ବାବାସାହେବ୍ ରାଷ୍ଟ୍ରୀୟ ଅଖଣ୍ଡତା ପାଇଁ ଜୀବନ ସମର୍ପଣ କରିଦେଲେ କିନ୍ତୁ ତାଙ୍କ ଫୋଟୋ ବ୍ୟବହାର କରି ଦେଶ କୁ ଖଣ୍ଡ କରିବାରେ ଲାଗିଛନ୍ତି ।ଭାରତୀୟ ଯୁବସମାଜ ବାବାସାହେବ୍ ଦେଖିଥିବା ସ୍ୱପ୍ନ ପୂରଣ କରିବା ପାଇଁ ଏକ ହେବାକୁ ପଡ଼ିବ ଓ ଦେଶର ସମାନତା ,ଉନ୍ନତି ପାଇଁ ଜୀବନ ପଣ କରିବାକୁ ପଡ଼ିବ ।ଆଜିର ଯୁବସମାଜକୁ ଜାତିବାଦ ,ସ୍ଥାନବାଦ , ଧର୍ମବାଦରୁ ଉର୍ଦ୍ଧରେ ରହି ରାଷ୍ଟ୍ରବାଦକୁ ଗ୍ରହଣ କରିବାକୁ ପଡ଼ିବ ।


ବୁଦ୍ଧଦେବ ବାଘ
ସମ୍ବଲପୁର
୯୩୩୭୦୯୭୪୪୫

Wednesday, 10 February 2021

ଲୋକାଭିମୁଖୀ ବଜେଟ ୨୦୨୧

   ବିଗତ କିଛି ଦଶନ୍ଧି ଧରି ବଜେଟ ଭାରତର ଏକ ଗୁରୁତ୍ଵପୂର୍ଣ୍ଣ ଓ ଚର୍ଚ୍ଚାର ବିଷୟ ପାଲଟିଛି।ଏହା ଦେଶର ଅର୍ଥନୈତିକ ଉତ୍ସବ କହିଲେ ଅତ୍ୟୁକ୍ତି ହେବନାହିଁ।ବଜେଟ ଏକ ଏପରି ଦସ୍ତାବିଜ ଯାହା ସାଧାରଣ ଜନତାଙ୍କ ଜୀବନକୁ ପ୍ରଭାବିତ କରିଥାଏ।କୌଣସି ଦେଶର ଅର୍ଥନୀତି ଏହାର ଅର୍ଥନୈତିକ ନୀତି ଓ ଏହାର ପାଳନ ଉପରେ ନିର୍ଭରଶୀଳ ହୋଇଥାଏ।କେଉଁ ସମ୍ବଳକୁ କେତେ ଗୁରୁତ୍ଵ ଦିଆଯାଉଛି ଏହା ଦେଶର ଭାଗ୍ୟ ନିର୍ଦ୍ଧାରଣ କରିଥାଏ।ବଜେଟକୁ ଆମେ ଦେଶର ଅର୍ଥନୈତିକ ଯୋଜନା ମଧ୍ୟ କହି ପାରିବା।ଏହି ବାର୍ଷିକ ଅର୍ଥନୈତିକ ଯୋଜନା ଅର୍ଥ ମନ୍ତ୍ରାଳୟ (Finance Ministry) ପକ୍ଷରୁ ପ୍ରକାଶିତ ହୋଇଥାଏ।ସରକାରଙ୍କ ଦ୍ଵାରା ପ୍ରକାଶିତ ହେଉଥିବା ବଜେଟରେ ରାଜସ୍ୱ,ଆଦାୟ,ବ୍ୟୟ ଓ ଋଣ ଉପରେ ଚର୍ଚ୍ଚା ହୋଇଥାଏ ଯାହା ଦେଶର ଅର୍ଥନୈତିକ ଉନ୍ନତିକୁ ପରିଲକ୍ଷିତ କରିଥାଏ।ଏହି ବଜେଟ ଦ୍ଵାରା ସରକାରଙ୍କ ନୀତି ଧାରଣା ଏବଂ ସାମାଜିକ ଓ ରାଜନୈତିକ ଉଦ୍ଦେଶ୍ୟ ଜଣା ପଡ଼ିଥାଏ।ପ୍ରତିବର୍ଷ ଭଳି ୨୦୨୧ ରେ ମଧ୍ୟ ମାନନୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଏହି ବଜେଟ ଉପସ୍ଥାପିତ ହୋଇଥିଲା।ତେବେ ସାଧାରଣ ନାଗରିକ ଭାବେ ଏହାକୁ ଜାଣିବା ଓ ବୁଝିବା ଆମର ଅଧିକାର ଓ କର୍ତ୍ତବ୍ୟ ଅଟେ।
    ଏହି ବଜେଟ ୨୦୨୧ ରେ ୬ଟି ସ୍ତମ୍ଭକୁ ମଜବୁତ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି।ସ୍ବାସ୍ଥ୍ୟ,ଭୌତିକ,ଭିତ୍ତି ଏବଂ ଆର୍ଥିକ ମୂଳଧନ,ଆତ୍ମନିର୍ଭର ଭାରତ,ମୂଳଧନ ସଶକ୍ତିକରଣ, ଗବେଷଣା (Research and Development) ଏବଂ Minimum Government and Maximum Governanceକୁ ଏହି ବଜେଟରେ ଗୁରୁତ୍ଵ ଦିଆଯାଇଛି।ଏହି ବଜେଟ ଅନୁଯାୟୀ ସରକାର Agriculture Infrastructure and Development Cess(AIDC),Basic Exercise Duty(BED),Extra Exercise Duty(EED)ର ମୂଲ୍ୟ କମ୍ କରିବେ ଯାହା ଦ୍ଵାରା ପେଟ୍ରୋଲ ଓ ଡିଜେଲ ଭଳି ଇନ୍ଧନର ଦାମ କମିଯିବ ଏବଂ ସାଧାରଣ ଜନତାଙ୍କ ଉପରୁ ବୋଝ କମିଯିବ।ସୁନା ଓ ରୁପା ଉପରେ ଥିବା Custom Duty କୁ କମ୍ କରାଯିବ।ଏହି ବର୍ଷ Income Tax Return Fillers ଙ୍କ ସଂଖ୍ୟା ୬.୪୮ କୋଟିକୁ ବୃଦ୍ଧି ପାଇଛି ବୋଲି ମାନନୀୟ ଅର୍ଥମନ୍ତ୍ରୀ ସୂଚନା ଦେବା ସହିତ ୭୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଯିଏ ପେନସନ ଉପରେ ନିର୍ଭରଶୀଳ ତାଙ୍କୁ ଆଉ Income Tax Return ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିଲେ।FDI ର ବିମା ଯାହା ଆଗରୁ ୪୯% ଥିଲା ତାକୁ ବୃଦ୍ଧି କରାଯାଇ ୭୪% ପର୍ଯ୍ୟନ୍ତ କରାଯାଇଛି। 
   କୃଷି କ୍ଷେତ୍ର ପାଇଁ ଏକ ଐତିହାସିକ ନିର୍ଣ୍ଣୟ ନିଆଯାଇଛି।MSP ପ୍ରଣାଳୀରେ ଉତ୍ପାଦର ଦାମରୁ ଅତି କମ୍ରୁ ୧.୫ ଗୁଣ ଅଧିକ ଦର ହେବ ବୋଲି ଏହି ବଜେଟରେ କୁହାଯାଇଛି।ଏକ ହଜାରରୁ ଉର୍ଦ୍ଧ୍ବ ନୂତନ ମଣ୍ଡିକୁ Electronic National Market ସହିତ ଜଡିତ କରାଯିବ।ତେବେ ଏହି ବଜେଟ ଅନୁଯାୟୀ ସରକାର କୃଷି ଅବଶେଷ ଲକ୍ଷ୍ୟ (Agriculture Credit Target)କୁ ୧୬.୫ ଲକ୍ଷ୍ୟ କୋଟିକୁ ବୃଦ୍ଧି କରିବେ ବୋଲି ଘୋଷଣା କରିଛନ୍ତି।ଏହି ବଜେଟରେ ଏକ ନୂଆ ଯୋଜନାର ପ୍ରତିଫଳନ ଦେଖିବାକୁ ମିଳିଛି ଯାହା ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ନାମରେ ନାମିତ କରାଯାଇଛି।ଏହି ଯୋଜନା ପାଇଁ ସରକାର ୬୪,୧୮୦ କୋଟି ଟଙ୍କା ବ୍ୟୟ କରିବେ।ଏହି ଯୋଜନାରେ ସ୍ବାସ୍ଥ୍ୟ ଓ NCDC କୁ ସଶକ୍ତ କରାଯିବ।ଏକ ରାଷ୍ଟ୍ର ଏକ ରାସନ କାର୍ଡର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଏହି ବଜେଟ୍ ଅଧିବେଶନରେ ଘୋଷଣା କରାଯାଇଛି।ଏହା ଦ୍ଵାରା ପ୍ରବାସୀ ମାନେ ଲାଭବାନ ହୋଇପାରିବେ।ନଭେମ୍ବର ୨୦୨୦ରେ ଘୋଷଣା ହୋଇଥିବା ହାଇଡ୍ରୋଜେନ ଶକ୍ତି ମିଶନକୁ ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଘୋଷଣା କରାଯାଇଛି।ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ନୂତନ ଏକ କୋଟି ପରିବାରକୁ ଲାଭ ମିଳିବ ବୋଲି ମନ୍ତ୍ରାଳୟ ତରଫରୁ ପ୍ରକାଶ କରାଯାଇଛି ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଗ୍ୟାସ ପାଇପଲାଇନ ପ୍ରତିଷ୍ଠା କରାଯିବ।ଭାରତୀୟ ରେଳବାଇକୁ ୧,୧୦,୦୫୫ କୋଟି ଟଙ୍କାର ଅନୁଦାନ,ଗ୍ରାମୀଣ ବିକାଶ ପାଇଁ ୪୦,୦୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ।ପଶ୍ଚିମବଙ୍ଗକୁ ୨୫,୦୦୦ କୋଟି ଟଙ୍କା,କେରଳକୁ ୬୫,୦୦୦ କୋଟି ଟଙ୍କା ଏବଂ ଆସାମକୁ ୩୪,୦୦୦ କୋଟି ରାସ୍ତା ଓ ରାଜପଥ ବାବଦକୁ ଦିଆଯିବ।ବାୟୁ ପ୍ରଦୂଷଣକୁ କମ୍ କରିବା ପାଇଁ ୪୨ଟି ସହରରେ ୨,୨୧୭ କୋଟି ଟଙ୍କା ଖର୍ଚ୍ଚ କରାଯିବ।ମାର୍ଚ୍ଚ ୨୦୨୨ ସୁଦ୍ଧା ୮,୫୦୦ ଏବଂ ୧୧,୦୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହେବ।୫ ବର୍ଷ ମଧ୍ୟରେ ଜଳ ଜୀବନ ମିଶନ(ସହର)କୁ ୨.୮୭ ଲକ୍ଷ୍ୟ କୋଟି ଟଙ୍କା ଅନୁଦାନ ସହିତ ଆରମ୍ଭ କରାଯିବ।କୋରୋନା ଟୀକା ପ୍ରସ୍ତୁତି ପାଇଁ ୩୫,୦୦୦ କୋଟି ଅନୁଦାନ ଦେବା ସହିତ ଅଧିକ ଦରକାର ପଡିଲେ ଦିଆହେବ ବୋଲି ଘୋଷଣା କରାଯାଇଛି।୧୦୦ ଟି ନୂତନ ସୈନିକ ସ୍କୁଲ ଖୋଲିବା ସହିତ Higher Education Commision of India କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପଦକ୍ଷେପ ନେବେ ବୋଲି କୁହାଯାଇଛି।ତେବେ ପ୍ରଥମ ଥର ଏହି ବଜେଟ କାଗଜ ଶୂନ୍ୟ (Paper Less) ହୋଇଥିବା ବେଳେ ଏହା ଏକ ନୂଆ ଆପ ମାଧ୍ୟମରେ ସାଧାରଣ ଜନତା ପାଖକୁ ପହଞ୍ଚି ପାରିବ।ଏହି ବଜେଟରେ ଆତ୍ମନିର୍ଭରଶୀଳ ଭାରତକୁ ଗୁରୁତ୍ଵ ଦିଆଯାଇଥିବା ସହ 5 ଟ୍ରିଲିଅନ ଡଲାର ଅର୍ଥନୀତି ଆଡ଼କୁ ଭାରତ ଯିବା ପାଇଁ ଲକ୍ଷ୍ୟ ରଖିଛି।ଆଶା କରାଯାଉଛି ଏହି ବଜେଟ କାର୍ଯ୍ୟକାରୀ ହେଲା ପରେ ଏହା ଲୋକାଭିମୁଖୀ ହୋଇପାରିବ।
  ମଧ୍ୟବିତ୍ତ ପରିବାର ପାଇଁ ଓ ପୂର୍ବରୁ ଘୋଷଣା ହୋଇଥିବା ଶିକ୍ଷା ପାଇଁ ୬% ବିଷୟରେ କିଛି ମଧ୍ଯ ଉଲ୍ଲେଖ ହୋଇନାହିଁ ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।ତେବେ ଏହି ବଜେଟ କାର୍ଯ୍ୟକାରୀ କରିବା ପାଇଁ ସରକାର,ଅଧିକାରୀ ଓ ଜନତାର ସମ୍ପୂର୍ଣ୍ଣ ସହଯୋଗ ଆବଶ୍ୟକତା ରହିଛି।ଯାହା ଦ୍ଵାରା ଦେଶ ଉନ୍ନତି ପଥେ ଯିବା ସହିତ ଆତ୍ମନିର୍ଭଶୀଳ ହୋଇ ଜନସାଧାରଣଙ୍କ ବିକାଶର ମାନଦଣ୍ଡ ସଠିକ୍ ନିରୂପଣ ହୋଇପାରିବ।କରୋନା ମହାମାରୀ ଭଳି ବିପଦ ସମୟରେ ସରକାର ଆଗତ କରିଥିବା ବଜେଟ ବିଭିନ୍ନ ଦିଗକୁ ପ୍ରାଧାନ୍ଯ ଦେଇ ଗୁରୁତ୍ବ ଦିଆଯିବା ଦେଖିବାକୁ ମିଳିଛି।ଯାହା ଭାଙ୍ଗି ପଡିଥିବା ମେରୁଦଣ୍ଡ ସଳଖ ହେବା ଦିଗରେ ଜନସାଧାରଣଙ୍କ ଜୀବନଜୀବିକାକୁ ପୁନଃ ଜୀବିତ କରିପାରିବା ସକରାତ୍ମକ ଆଶା ରହିଛି। 

ବୁଦ୍ଧଦେବ ବାଘ
ସମ୍ବଲପୁର,ଓଡ଼ିଶା
୯୩୩୭୦୯୭୪୪୫

Monday, 2 November 2020

जनवरी से दिसंबर २०२०


कुछ अजीब, कुछ अनोखा, है कहानी २०२० की,
रे मनुष्य, सुनो, ये साल है प्रकृति की तांडव की!
कुछ करने का सपना लेकर चले थे हम जनवरी में,
आशा व अभिलाषा के साथ थे हम पूरे जोश में!
जब वसंत ऋतु का आगमन हुआ था फरवरी में,
क्वारंटाइन का मतलब थोड़ी पता था वालेंटाइन में!
छात्रावास जब छोड़कर आना पड़ा था मार्च में,
बड़े दिनों बाद छुट्टियों का उमंग था हमारे मन में!
लेकिन जब लॉकडाउन शुरू हुआ था अप्रैल में,
पता चला था थोड़ा-थोड़ा कॉरोना के बारे में!
एक तरफ दौड़ था ऑनलाइन क्लास का मई में,
सुहाना लग रहा था वेबिनार व वर्चुअल मीटिंग में!
दूसरे तरफ जोर-शोर का प्रचार गणमाध्यम का जून में,
पूरी दुनिया कांप रही थी कोरॉना के भय व प्रकोप में!
जैसे तैसे तो पढ़ाई चल रही थी जुलाई के महीने में,
पूरी बंद हो गई परीक्षा न होने की सरकारी निष्पति में!
लॉकडॉउन शटडॉउन का ज़ोर चला था अगस्त में,
हम तो व्यस्त थे ऑनलाइन प्रतियोगिता के शोर में!
फिर जब चालू हुआ अनलॉक सितंबर के महीने में,
ढूंढनी पड़ी किताबें फिर से परीक्षा होने की राय में!
ऑनलाइन परीक्षा में फ़से थे हम जब अक्टूबर में,
चंचल मन तो झूम रहा था नवरात्रि के रास में!
दशहरा के बाद आया त्योहार दीवाली नवंबर में,
पर हम तो चिंतित थे हमारे परीक्षा के परिणाम में!
हाय! अब तो लक्ष्यहिन बैठे हैं हम दिसंबर में,
क्या करें, क्या न करें, इस असमंजस में!!!
और कोरॉना का साथ देने आए कई तूफ़ान,
उफ़! ये क्या हो रहा है, हम तो रह गए हैरान!
अब तो सिर्फ़ भगवान ही भरोसा है २०२१ में,
जल्द आ जाए टिका, अगले साल के प्रारम्भ में!
निर्मल हो गया परिवेश, हो गया प्रदूषण मुक्त,
प्रार्थना तो यही है, जल्द हो जाए कोरॉना लुप्त!


 Jasmine Panda

United We Stand, Divided We Fall


Once upon a time in a forest, there lived a group of pigeons in a banyan tree and a rat lived under the same tree. The head of the pigeons and the rat were very good friends. One day, rat came to the head of the pigeons and told him that he had to go to a nearby town where he will be staying forever. He invited the head of the pigeons over there for a good time. Saying this, the rat left the place.

One day as usual, the pigeons flew high in the sky in search of food. Suddenly one of the pigeons shouted and said, “Hey just look down! Good amount of grains are scattered. Let’s go and eat them.” The head of the pigeons told all of them not to go as there were no fields nearby. The head of the pigeons felt that there is something fishy. From the flock of pigeons, one pigeon said,”Our head always doubts each and everything. I am going to go and eat.” Then all the pigeons flew down to eat the grains. The head of the pigeons followed them.

Within a second they realized that they were not able to move their legs. All of them were caught in the net by the hunter. The head of the pigeons angrily said, “If you would have listened to me, we wouldn't have fallen in trouble like this.” The hunter was coming towards them. Seeing the hunter walking so fast the head of the pigeons instructed to fly all together at a time so that they can fly off the  net and reach the nearby town  where the rat is staying. The rat would help them to release from the net. All the pigeons listened to what there head had instructed and flew together with the net and reached the nearby town.

The head of the pigeons called the rat and the rat was ready to rescue them. The rat and all the other members of his community came forward to rescue them. They all cut the net with their sharp teeths and released the pigeons. The head of the pigeons and the other pigeons thanked the rat. The rat invited all of them for dinner. The rats and the pigeons had a very good feast and enjoyed the day all together. 

MORAL OF THE STORY: Unity is Strength. We can conquer anything with unity and unity leads to a peaceful and successful life. 


Shilpa Mohapatra
Cuttack

Tuesday, 27 October 2020

शक्तिस्वरूपिणी मां


है वो शक्ति, है वो भक्ति,
है वो अंतरिक्ष, असिमित,
है वो दुर्गा, है वो काली,
है वो प्यारी, सबकी दुलारी!

है वो लक्ष्मी, है वो सरस्वती,
है वो आराध्या, है वो स्वस्ति,
है वो अद्भुत, है वो अनन्य,
है वो अतुल्य, है वो पूजनीय!

है वो अस्त्र, है वो शस्त्र,
है वो शुद्ध, है वो पवित्र,
है वो रिद्धि, है वो सिद्धि,
है वो वैभव, है वो वृद्धि!

है वो अपना, है वो संभावना,
है वो सुकन्या, है वो सुधन्या,
है वो प्रकृति, है वो अभिव्यक्ति,
है वो सागर, है वो संस्कृति!

है वो आसमां, है वो ज़मीन,
है वो मान, है वो अभिमान,
है वो प्रज्ञा, है वो ज्ञान,
है वो सम्मान, है वो शान!

है वो सृष्टि, है वो श्रद्धा,
है वो स्नेह, है वो ममता,
है वो संपूर्णा, है वो अन्नपूर्णा,
है वो परिपूर्ण, है वो अपर्णा!

है वो शांति, है वो मैत्री,
है वो यश, है वो कीर्ति,
है वो शुभ, है वो लाभ,
है वो अटूट, है वो अमाप!

है वो सौभाग्य, है वो स्निग्ध,
है वो "श्री", है वो सिद्ध,
है वो कोमल, है वो निर्मल,
है वो करुणा और वही है बल!

है वो दुनिया, वही है ज़िन्दगी,
है वो रमणी, वही है गृहिणी,
है वो धरती और वही है अंबर,
है वो निर्झर और वही है निरंतर!

है वो सास्वत, है वो अविरत,
है वो अमृत, है वो औरत,
है वो दिगंत, है वो अनंत,
है वो आरम्भ और वही है अंत!

है वो शिवानी, है वो भवानी,
महिषामर्द्दिनी, दुर्गतिनाशिनी,
है वो सिंहवाहिनी, कात्यायनी,
है वो विजयनी, अभयादाइनी,
है वो अंबे, शांतिप्रदायिनी,
है वो शक्तिस्वरूपिणी मां....
है वो शक्तिस्वरूपिणी मां....


Jasmine Panda
Odisha

Thursday, 22 October 2020

Is India Culture Decaying?


Yes, India's Culture is Decaying.

■ Music - The Present youth in India is addicted to English songs following legends like the Linkin Park band, Eminem, Taylor Swift, etc. Old Hindi Songs are now considered Unpopular and boring. People readily are given a huge amount of money in international concerts and have lost the zeal to learn Indian instruments or authentic music Culture such as classical music, Gazal, Karnataka music, etc.

■Language- There used to be a time where Sanskrit language was highly valued and included in the curriculum of educational institutions. But now large chunks of students prefer learning French or Spanish as their third language.

■Dressing- Form wearing ethical sari and salwar-suits, women and men now have majorly upgraded and shifted onto jeans and tops, inspired by the western culture. Teenagers prefer only international brands for clothes as they consider such high costed products to be of better standards and quality. 

■ Dance Forms- India has had rich dance cultures for every state that includes Kathak, Bharatnatyam, Bihu, etc. The new entry of western dance forms like Zumba, Salsa, Jazz, etc is in high demand.

No, India Culture Is Not Decaying.

Intact Norms- Indians Still follow the age-old norms including praying to God every morning to seek its guidance, touch our elder feet for their blessing, greeting elder people with proper respect, etc. These norms are instilled right from Early Childhood in Indian families. 

■Joint Families- India has a culture of huge houses where the entire family and its upcoming generations share the same roof and live unitedly. They maintain a hierarchy where generations after generations, the family keeps growing that lives together happily.

■Food- Chapati and Rice are considered to be Indian staple food rich in carbohydrates and starch is eaten in every Indian family and almost every restaurant in India. India rich in spices holds a rich food culture with each state having its special food items. 

■Celebrating Festivals- Indian festivals like Diwali, Holi, and Dusshera are some of the biggest and widely celebrated festivals with mandatory national holidays. They involve a rich background story enriching the Indian culture and holds a special meaning. 

The advent of every new generation comes to hand with new changes. Changes are inevitable and are often bring positivity along with it. It clouds even be a mixture of good, bad, and indifferent ideas. Indian Culture has always been internationally appreciated and Indian parents have always been admired for good parenting. Hence, Indian Culture is idealistically changing and such changes are inevitable for any country.

Rajeswari Moharana 
Contact-7606085076
Cuttack

Red Empire Memories

Wo Red Empire ki yadein,,      Wo Ravenshawvian's ka tag,, Wo hazaron dibarein,,,      Or uski har ankahi baat. Kitna unlucky tha na,,, ...