କେଡେକେଡେ ଘର ଆସୁଥିଲେ ଦେଖି,ହେଲେ ମୋର ଜୁଏଁ ପିଲାକେ ପସନ୍ଦ କଲି ।
ବଡ଼ ଘର ବଡ଼ ବେଭାର ବଡ଼୍,ବଡ଼କିଆ ପନ
ଝି ମୋର କାଏଁ ହିନିସ୍ତା ହେବା,ସାଜୋ ଦେଲି ମନ୍,କେ ମନ ।
ଝି ଅଛେ ମୋର କେଡେ ସୁଖେ କଥା ନାଇଁପଡ଼୍,ବାର କେଭେ
କେତେ ବାବା କରୁଛନ ଲୋକ୍ ମୋର ଦେଖ୍,ଲେ ମତେ ଯେଭେ ।
ଭିତ୍,ରିଆ କଥା କାଣା କହେମି,ଲାଗେ ବଟ୍,ବୁଟାଲିନ ମୁଇଁ
ସକାଳ ପାଏଲେ ସାହୁକାର କହୁଛେ,କହ ପଏସା ଦେବୁ କେଭେ ତୁଇ ।
ଜମି ଦୁଇ ଏକଡ଼ ଚାଷ କରିଥିଲି,ହେଲାବେଲେ ପୋକ୍ ଖାଏଲା
ଝି ଜନମ ତ କେଡେ ପୁଇନ ,ହେଲେ ଯୈତୁକାସୁର ବୁଆର ଜୀବନ ନେଲା।
ସ୍ୱାଗତିକା ଦିଶ୍ରୀ
ସମ୍ବଲପୁର
No comments:
Post a Comment